ମୁହଁ ବଙ୍କେଇବା
ଦେଖଣା
ମୁହଁ ବଙ୍କେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁହଁ ବଙ୍କେଇବା
|
ଦେଶଜ - କ୍ରିୟାପଦ - (ସଂସ୍କୃତ - ମୁଖ ବକ୍ର)
[ସମ୍ପାଦନା]- ୧. ମୁଖକୁ ଗୋଟାଏ ପାଖକୁ ବକ୍ର କରିବା — ୧. To turn one's face to a side.
- ୨. କୌଣସି ବିଷୟରୁ ବିମୁଖ ହେବା — ୨. To be averse to a thing or object.
- ୩. ମୁଖ ବିକୃତି କରିବା; ମୁଖଭଙ୍ଗି କରିବା —୩. To kind one's face.
- ୪. ମୁଖଭଙ୍ଗିଦ୍ୱାରା ଅନାଦର ବା ଉପେକ୍ଷା ପ୍ରକାଶ କରିବା —୪. To give vent to one's slight or disregard by facial expression.