ମୁହଁ ବଢ଼ାଇବା
ଦେଖଣା
ମୁହଁ ବଢ଼ାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁହଁ ବଢ଼ାଇବା
|
ଦେଶଜ - କ୍ରିୟାପଦ - (ସଂସ୍କୃତ - ମୁଖ ଓ ବୃଦ୍ଧି)
[ସମ୍ପାଦନା]- ୧. ମୁହଁ କାଢ଼ିବା (ଦେଖ) - —୧. Muhañ kāṟḍ̠ẖibā (See)
- ୨. (ଗୋରୁ ଓଟ ଆଦି) ଖାଦ୍ୟ ଦ୍ରବ୍ୟକୁ ମୁହଁ ଭିତରକୁ ନେବା ପାଇଁ ସେଆଡ଼କୁ ମୁହଁ ଲମ୍ୱାଇବା —୨. To extend one's face to reach a food (said of cattle, camel etc)
ଅନୁବାଦ
[ସମ୍ପାଦନା]ମୁହଁ ବଢ଼ାଇବା
|
- ୩. ଅନ୍ୟ ବ୍ୟକ୍ତିକୁ ଅଯଥା ପ୍ରଶ୍ରୟ ଦେବା —୩. To give undue indulgence to a person.
- ୪. ଭୃତ୍ୟ, ନୀଚ ଲୋକ ଓ ଶିଶୁମାନଙ୍କୁ ଅଯଥା ପ୍ରଶ୍ରୟ ବା ଆଦର ଦେବାଦ୍ୱାରା ସେମାନଙ୍କ ଅବାଧ୍ୟତା ବା ଆସ୍ପାର୍ଦ୍ଧା ବୃଦ୍ଧି କରାଇବା — ୪. To encourage a child's servant's or inferior's disobedience or insolence by undue indulgen or fondling.