Jump to content

ମୁହଁ ବଢ଼ିବା

ଉଇକିଅଭିଧାନ‌ରୁ

ମୁହଁ ବଢ଼ିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ମୁହଁ ବଢ଼ିଯିବା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଅଯଥା ପ୍ରଶ୍ରୟ ପାଇବା ଯୋଗୁଁ ଅସ୍ପର୍ଦ୍ଧା ବୃଦ୍ଧି ହେବା —୧. Impudence due to being given indulgence.
୨. ମୁଖରତା ବୃଦ୍ଧି ପାଇବା — ୨. Increase of one's perteness or garrulity.