ମୁହଁ ବନ୍ଦ କରିବା
ଦେଖଣା
ମୁହଁ ବନ୍ଦ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁହଁ ବନ୍ଦ କରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ମୌନାବଲମ୍ୱନ କରିବା; ଚୁପ୍ ରହିବା —୧. To keep silent; to shut up one's lips; to close one's mouth.
- ୨. ଅନ୍ୟ ବ୍ୟକ୍ତିକୁ କଥା କହିବାକୁ ନ ଦେବା —୨. Not to allow a person to speak.
- ୩. ଅନ୍ୟ ବ୍ୟକ୍ତିର ପାଟିରେ ବିଣ୍ଡା ବା ଠିପି ମାରିବା —୩. To gag a person's mouth.
- ୪. ଉପଯୁକ୍ତ ଯୁକ୍ତି ଆଦିଦ୍ୱାରା କୌଣସି ବ୍ୟକ୍ତିକୁ ଲଜ୍ଜିତ ଓ ନିରୁତ୍ତର କରାଇବା —୪. To silentce or a shame a person a person by reasonable arguments.