Jump to content

ମୁହଁ ବାନ୍ଧିବା

ଉଇକିଅଭିଧାନ‌ରୁ

ମୁହଁ ବାନ୍ଧିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ମୁହଁ ବାନ୍ଧିଦେବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ - (ସଂସ୍କୃତ - ମୁଖବନ୍ଧନ)

[ସମ୍ପାଦନା]
୧. ମୁଖ ସ୍ତମ୍ଭନ କରିବା; ତନ୍ତ୍ର ମନ୍ତ୍ର ପ୍ରୟୋଗଦ୍ୱାରା ବାକ୍ଶକ୍ତି ଲୋପ କରିବା ବା ମୂକ କରିବା —୧. To bring about a person's dumbness by employment of charms.
୨. (କୌଣସି ମିଷ୍ଟ ବସ୍ତୁ) ଅତ୍ୟଧିକ ମିଷ୍ଟତା ହେତୁ ଖାଦକର ତହିଁରେ ଅରୁଚି ଜନ୍ମାଇବା —୨. To cause aversion to a sweet thing by its excessive sweetness.
୩. କୌଶଳ ପ୍ରୟୋଗ ବା ଉପହାର ପ୍ରଦାନ ପୂର୍ବକ କୌଣସି ବ୍ୟକ୍ତିକୁ ମୋହିତ ବା ମୌନୀ କରିବା (ଯେପରି କି, ସେ ଅପ୍ରିୟ ସମାଲୋଚନା କରି ନ ପାରିବ) —୩. To charm or bride a person in to silence.
୪. ଗୋମେଷାଦିଙ୍କ ପାଟିକୁ ରଜ୍ଜୁଦ୍ୱାରା ବନ୍ଧନ କରିଦେବା— (ଯେପରି କି, ସେମାନେ ଖାଇ ନ ପାରିବେ ବା କାମୁଡି ନ ପାରିବେ) —୪. To tie up the mouth (of beasts etc) to prevent them from biting or eating.
୫. ମୃଦଙ୍ଗ ଆଦି ବାଦ୍ୟ ଯନ୍ତ୍ରର ମୁହଁରେ ଚମଡ଼ା ପକାଇ ବାନ୍ଧିବା —୫. To bind the mouth of a drum with leather.