Jump to content

ମୁହଁ ବିଗାଡ଼ିବା

ଉଇକିଅଭିଧାନ‌ରୁ

ମୁହଁ ବିଗାଡ଼ିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. —(ସଂସ୍କୃତ - ମୁଖ ଓ ବିକାର)

[ସମ୍ପାଦନା]

ମୁହଁ ଖରାପ କରିବା; ଗାଳି ଦେବା; ଗାଳି ବା ଅଶ୍ଳୀଳ ଭାଷା ପ୍ରୟୋଗଦ୍ୱାରା ଆପଣାର ମୁଖକୁ କଳୁଷିତ କରିବା —To befoul one's mouth by uttering indecent words or abuse.