ମୁହଁ ବିଗିଡ଼ିବା
ଦେଖଣା
ମୁହଁ ବିଗିଡ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁହଁ ବିଗିଡ଼ିବା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବିସ୍ୱାଦ ପଦାର୍ଥ ଭୋଜନ କିମ୍ୱା ରୋଗ ଯୋଗୁଁ ଖାଦ୍ୟରେ ଅରୁଚି ଉପସ୍ଥିତ ହେବା —୧. Disrelish or apathy for food (owing to the tasting of a bad thing or owing to illness)
- ୨. ସର୍ବଦା ଅଶ୍ଳୀଳଭାଷା ପ୍ରୟୋଗ କରିବା ଅଭ୍ୟାସ —୨. The habit of using indecent experssions.