ମୁହଁ ବୁଲାଇବା
ଦେଖଣା
ମୁହଁ ବୁଲାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁହଁ ବୁଲାଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଚାରିଆଡ଼କୁ ଚାହିଁବା — ୧. To look round.
- ୨. (ଗୋରୁ ଆଦି) ଖାଦ୍ୟ ବସ୍ତୁ ଉପରେ ମୁହଁ ଚାଳିତ କରିବା — ୨. To move the mouth on the food said of cattle.)