ମୁହଁ ବୁଲେଇବା
ଦେଖଣା
ମୁହଁ ବୁଲେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁହଁ ବୁଲେଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଚାରିଆଡ଼କୁ ଚାହିଁବା — ୧. To look round.
- ୨. (ଗୋରୁ ଆଦି) ଖାଦ୍ୟ ବସ୍ତୁ ଉପରେ ମୁହଁ କରିବା — ୨. To move the mouth on the food said of cattle.)