ମୁହଁ ଭଗତି
ଦେଖଣା
ମୁହଁ ଭଗତି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁହଁ ଭଗତି
|
ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ମୁଖ+ଭକ୍ତି)
[ସମ୍ପାଦନା]ହୃଦୟରେ ଭକ୍ତି ନ ଥାଇ କେବଳ ମୁହଁରେ ଦେଖାଇବା ଭକ୍ତି —Lip-devotion
ମୁହଁ ଭଗତି
|
ହୃଦୟରେ ଭକ୍ତି ନ ଥାଇ କେବଳ ମୁହଁରେ ଦେଖାଇବା ଭକ୍ତି —Lip-devotion