ମୁହଁ ଭିଡ଼ିବା
ଦେଖଣା
ମୁହଁ ଭିଡ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁହଁ ଭିଡ଼ିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ତରଳ ପଦାର୍ଥ (ଯଥା—ପାଣିଆଗୁଡ଼) ପୂର୍ଣ୍ଣ ଥିବା ମାଠିଆ ଆଦିର ମୁହଁରେ ପାଗେ ଟାଣୁଆ ଗୁଡ଼ ଢାଳିବାଦ୍ୱାରା ମାଠିଆର ମୁହଁ ପାଖ ସ୍ତରକୁ କଠିନ କରାଇବା (ଯେପରି, ମାଠିଆକୁ ଅଣେଇଦେଲେ ମାଠିଆ ଭିତରର ତରଳ ଗୁଡ଼ ବୋହି ପଡ଼ିବ ନାହିଁ) — ୧. To spread a layer of thick molasses on the mouth of a jar full of thin or liquid molasses.
- ୨. ଜଳାଶୟାଦିର ଜଳ ନିର୍ଗମନ ପଥକୁ ବାନ୍ଧିବାଦ୍ୱାରା ବନ୍ଦ କରିବା —୨. To stop the mouth of a tank by raising a bundh, so that water will not escape out of it.