ମୁହଁ ମାଡ଼ିବା
ଦେଖଣା
ମୁହଁ ମାଡ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁହଁ ମାଡ଼ିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ମୁଖକୁ ଅବନତ କରିବା; ମୁଖକୁ ତଳକୁ ପୋତିବା —୧. To droop down one's head.
- ୨. ତଳକୁ ମୁହଁ କରିବା — ୨. To lower one's face; to look to the ground.
- ୩. ମୁଖକୁ ତକିଆରେ ବା ବିଛଣାରେ ବା ଭାତ କଂସାରେ ସଂଲଗ୍ନ କର୍ମକୁ ଆଦରି କରିବା —୩. To put one's head on a pillow, a bed or a food-pot.