ମୁହଁ ମାରିବା
ଦେଖଣା
ମୁହଁ ମାରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁହଁ ମାରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଖାଦ୍ୟ ଦ୍ରବ୍ୟକୁ ନ ଖାଇ କେବଳ ତାହା ମୁଖଦ୍ୱାରା ସ୍ପର୍ଶ କରିବା —୧. To touch the food with one's mouth without actually eating it.
- ୨. ଚୁମ୍ୱନ କରିବା —୨. To kiss.
- ୩. କୌଣସି ସ୍ଥାନରେ କିଛି ସମୟ ନ ରହି କେବଳ ସେହି ସ୍ଥାନ ବାଟେ ଚାଲି ଆସିବା — ୩. To touch a place (without stopping there) in the course of journey.
(ଯଥା— ଆପଣ କଟକ ଆସିବା ବେଳେ ଆମ ଗାଆଁରେ ଟିକିଏ ମୁହଁ ମାରିଦେଇ ଆସିବେ)