Jump to content

ମୁହଁ ମୋଡ଼ା

ଉଇକିଅଭିଧାନ‌ରୁ

ମୁହଁ ମୋଡ଼ା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]
(ମୁହଁ ମୋଡ଼ୀ—ସ୍ତ୍ରୀ) 

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ବିକୃତମୁଖ —୧. Of contracted face.
୨. ଯାହାର ମୁହଁ ଏକ ପାଖକୁ ବଙ୍କ ହୋଇଯାଏ —୨. Having the face turned to one side.

[ଉ— ସେ ଘାତରେ ବାଳି ଯୁଦ୍ଧରେ ମୁହଁ ମୋଡ଼ା, ହୋଇ ମହୀ— ଦେଶରେ କଲେ ମୁଣ୍ଡ ଗଡ଼ା କୃଷ୍ଣସିଂହ. ମହାଭାରତ. ବନ

୩. ଯେଉଁ ବ୍ୟକ୍ତି ବିରକ୍ତି ପ୍ରକାଶ କରି ନିଜର ମୁହଁକୁ ମୋଡ଼ି ଦିଏ —୩. (a person) Habituated to draw away his face (as a sign of dislike).

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ମୁହଁକୁ ବିରକ୍ତିରେ ଏକ ପାଖକୁ ବଙ୍କା କରିବା — Drawing away of one's face in displeasure.