ମୁହଁ ମୋଡ଼ିବା
ଦେଖଣା
ମୁହଁ ମୋଡ଼ିବା
ଉଚ୍ଚାରଣ
[ସମ୍ପାଦନା](ମୁହଁ ମୋଡିଦେବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ମୁହଁ ମୋଡ଼ିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଓଠକୁ ଏକ ପାଖକୁ ମୋଡ଼ି ଘୃଣା ବା ବେଖାତିର୍ ପ୍ରକାଶ କରିବା; ମୁଖ କୁଞ୍ଚିତ କରିବା —୧. To squeeze or knit the lips to one side as an experssion of disgust or sneering; to contract the face in digust actual or feigned; to sneer at.
- ୨. ଲଜ୍ଜାରେ ମୁହଁକୁ ଏକପାଖକୁ ବୁଲାଇବା — ୨. To turn one's face to one side in shame.