Jump to content

ମୁହଁ ମୋଡ଼ି ରହିବା

ଉଇକିଅଭିଧାନ‌ରୁ

ମୁହଁ ମୋଡ଼ି ରହିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ମୁହଁ ମୋଡ଼ି ହୋଇ ରହିବା, ମୁହଁ ମୋଡି ମାଡ଼ି ହୋଇ ରହିବାଅନ୍ୟରୂପ

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ପରାଜୟ ସ୍ୱୀକାର କରି, ଅପମାନିତ ବା ଲଜ୍ଜିତ ହୋଇ ରହିବା —To acknowledge defeat with the face contracted in shame; to be crest fallen.

[ଉ—ସେହିରୂପେ ଆଜି ମୋ ମାରଗଣ ଘାତେ, ମୁହଁ ମୋଡ଼ି ରହିବେ ନୃପତି ସମସ୍ତେ କୃଷ୍ଣସିଂହ. ମହାଭାରତ. ଆଦି]