ମୁହଁ ରଖିବା
ଦେଖଣା
ମୁହଁ ରଖିବା
ଉଚ୍ଚାରଣ
[ସମ୍ପାଦନା](ମୁହଁ ରକ୍ଷା କରିବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ମୁହଁ ରଖିବା
|
ଦେଶଜ - କ୍ରି. (ସଂସ୍କୃତ - ମୁଖରକ୍ଷା)
[ସମ୍ପାଦନା]- ୧. କୌଣସି ବ୍ୟକ୍ତିର ମାନ ରକ୍ଷା କରିବା —୧. To save the prestige of a person.
- ୨. ଯେପରି ଲଜ୍ଜାରେ ମୁହଁ ତଳକୁ ନ ହୁଏ ସେପରି କରିବା —୨. To save the face of a person.
- ୩. ଉପ୍ରୋଧ ରକ୍ଷା କରିବା — ୩. To show regard to the feelings or request of a person.
ମୁହଁ ରଖିବା
ଦେଶଜ - କ୍ରି.
[ସମ୍ପାଦନା]- ୧. ମନ ରଖିବା; ମନ ଯୋଗାଇ ସନ୍ତୁଷ୍ଟ କରିବା
- ୨. ମୋହବତ ରଖିବା; ଚକ୍ଷୁଲଜ୍ଜା ରଖିବା
- ୩. ମୌଖିକ ଅନୁରୋଧ ରକ୍ଷା କରିବା