Jump to content

ମୁହଁ ରଙ୍ଗାଇବା

ଉଇକିଅଭିଧାନ‌ରୁ

ମୁହଁ ରଙ୍ଗାଇବା

ଉଚ୍ଚାରଣ

[ସମ୍ପାଦନା]

[ମୁହଁ ନା(ଲା)ଲ୍(ଲି) କରିବା—ଅନ୍ୟରୂପ]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ରାଗ ହେବା; ରାଗି ଯିବା; କ୍ରୋଧରେ ରକ୍ତ ମୁଖ ହେବା — ୧. (One's face) To become red with anger or rage.

[ଦ୍ରଷ୍ଟବ୍ୟ —ପ୍ରବଳ କ୍ରୋଧ ଜାତ ହେଲେ ମୁହଁ ଆରକ୍ତି ହୋଇ ଉଠେ]

୨. ରଙ୍ଗ ଆଦିଦ୍ୱାରା ମୁଖକୁ ରଞ୍ଜିତ କରିବା —୨. To paint one's face.