ମୁହଁ ଲଗେଇବା
ଦେଖଣା
ମୁହଁ ଲଗେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁହଁ ଲଗେଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଅକ୍ରମଣ କରି କାମୁଡ଼ିବା — ୧. To bite.
- ୨. ଚୁମ୍ୱନ କରିବା — ୨. To kiss.
- ୩. କଥା କହିବା —୩. To speak to.
(ଉ—ମୁହଁ ନ ଲଗାଅ ଏହି ଥିଟକୁ, ଭଲ ବୁଝିଛକି ଏହି ଖଣ୍ଟକୁ ଅଭିମନ୍ୟୁ. ବିଦଧ୍ଗାଚିନ୍ତାମଣି)
- ୪. ଧୀରେ କାମୁଡ଼ିବା —୪. To bite softly.
- ୫. କୌଣସି ବ୍ୟକ୍ତିକୁ ଥରେ ସୁଫଳ ଦେବାଦ୍ୱାରା ତାକୁ ଭବିଷ୍ୟତ ପାଇଁ ଆଶ୍ୱାନିତ କରାଇବା; ଉତ୍ସାହିତ କରିବା —୫. To engender hope in a person's mind by making him succeed once; to encourage a person.