ମୁହଁ ଲାଗିବା
ଦେଖଣା
ମୁହଁ ଲାଗିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]କୌଣସି କାର୍ଯ୍ୟରେ ଥରେ କୃତକାର୍ଯ୍ୟ ହୋଇ ଥିବାରୁ ସେହି ଆଶା ବା ଉତ୍ସାହଦ୍ୱାରା ଭବିଷ୍ୟତ ପାଇଁ ଆଶାନ୍ୱିତ ହୋଇ ପୁଣି ସେହି କାର୍ଯ୍ୟ କରିବାକୁ ଅଗ୍ରସର ହେବା —Eagereness or further hope engendered in the mind of a person by first success and encouragement.
(ଯଥା—ଥରେ ମୋଠାରୁ ପୁଳାଏ ପାଇ ଯିବାର ତା ମୁହଁ ଲାଗି ଯାଇଛି; ମୋଠାକୁ ସେ ଫେର୍ ଦଉଡି ଆସିଛି)