ମୁହଁ ଲୁଚା
ଦେଖଣା
ମୁହଁ ଲୁଚା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁହଁ ଲୁଚା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବିବାହର ଆଠମଙ୍ଗଳା ଦିନ କନ୍ୟା ଓ ବରଙ୍କର ପରସ୍ପର ଦେଖା ନ ହେବା ଉଦ୍ଦେଶ୍ୟରେ କନ୍ୟାକୁ ଅନ୍ୟ ଘେର ଲୁଚାଇ କରି ରଖିବାର ରୀତି — The custom of keeping the bride concealed in a separate house on the ୮th day of the marriage to prevent the groom from seeing her face, which is considered inauspicious.
[ଦ୍ରଷ୍ଟବ୍ୟ —ବିବାହର ସାତମଙ୍ଗଳାର ପରଦିନ ବର ଓ କନ୍ୟାଙ୍କର ସାକ୍ଷାତ୍ ହେବା ଅଶୁଭକର ଏଥିପାଇଁ ଯେଉଁଠାରେ କନ୍ୟାକୁ ସାତମଙ୍ଗଳାର ବାସୀଦିନ ପିତ୍ରାଲୟକୁ ପଠା ନ ଯାଏ ସେଠାରେ କନ୍ୟାକୁ ସେହିଦିନକ ପାଇଁ ବର ଘରଠାରୁ ନେଇ କୌଁଣସି ପ୍ରତିବେଶୀଙ୍କ ଘରେ ଲୁଚାଇ କରି ରଖାଯାଏ]