Jump to content

ମୁହଁ ଲୁଚେଇବା

ଉଇକିଅଭିଧାନ‌ରୁ

ମୁହଁ ଲୁଚେଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଜେ.କ୍ରିୟାପଦ -

[ସମ୍ପାଦନା]
୧. ଆପଣାର ମୁଖକୁ ଅନ୍ୟ ବ୍ୟକ୍ତିର ଦୃଷ୍ଟିକୁ ଲୁକ୍କାୟିତ କରିବା —୧. To hide one's face.
୨. ଅଦୃଶ୍ୟ ହେବା —୨. To disappear.



ମୁହଁ ଲୁଚେଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

(ସ୍ତ୍ରୀମାନଙ୍କ ପକ୍ଷରେ) ସାମାଜିକ ରୀତି ଅନୁସାରେ ବା ଲଜ୍ଜାବଶତଃ କୌଣସି ବ୍ୟକ୍ତିଙ୍କୁ ମୁହଁ ନ ଦେଖାଇବା ତାଙ୍କୁ ଦେଖି ମୁହଁ ଉପରେ ଓଢ଼ଣା ପକାଇବା —(said of women) Not to show one's face to a particular person or to draw the veil over one's face before a particular perason.

[ଦ୍ରଷ୍ଟବ୍ୟ —ହିନ୍ଦୁ ଓ ମୁସଲମାନ୍ ସମାଜରେ ଶ୍ୱଶୁରାଳୟକୁ ନବାଗତା ବଧୂ— ମାନେ ଗୁରୁଜନମାନଙ୍କୁ ଓ ସାଧାରଣଙ୍କୁ ନିଜର ମୁହଁ ଦେଖାନ୍ତି ନାହିଁ ହିନ୍ଦୁ ସମାଜରେ ଭାଇବୋହୂ, ଦେଢ— ଶାଶୁ, ଭଣଜା ବୋହୂମାନେ ଯଥାକ୍ରମେ ଦେଢୁଶୁର, ଭଉଣୀର ଜୋଇଁ ଓ ମଉଳାଶୁରଙ୍କ ମୁହଁ ଲୁଚାନ୍ତି]