ମୁହଁ ସୁଆଦି
ଦେଖଣା
ମୁହଁ ସୁଆଦି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁହଁ ସୁଆଦି
|
(ମୁହଁ ମଧୁରା—ଅନ୍ୟରୂପ)
ଦେଶଜ - ବି—(ସଂସ୍କୃତ - ମୁଖସ୍ୱାଦ)
[ସମ୍ପାଦନା]- ୧. ଭୋଜନ ଶେଷରେ ମିଷ୍ଟାନ୍ନ ଗ୍ରହଣ ପୂର୍ବକ ମୁଖଦ୍ୱାରା ମଧୁର ସ୍ୱାଦ ଗ୍ରହଣ; ତୁଣ୍ଡ ସୁଆଦ —୧. Taking of something sweet at the end of a meal to keep the mouth taste. ful.
ଅନୁବାଦ
[ସମ୍ପାଦନା]ମୁହଁ ସୁଆଦି
|
ବିଶେଷଣ -
[ସମ୍ପାଦନା]- ୧. ଯେଉଁ ବସ୍ତୁଦ୍ୱାରା ମୁଖ ସୁସ୍ୱାଦଯୁକ୍ତ ହୁଏ —୧. Delicious; tasteful.
ଅନୁବାଦ
[ସମ୍ପାଦନା]ମୁହଁ ସୁଆଦି
|
- ୨. ମଧୁର ଭାଷୀ —୨. Of sweet discourse or speech.