Jump to content

ମୁହଁ ସୁଆଦିଆ

ଉଇକିଅଭିଧାନ‌ରୁ

ମୁହଁ ସୁଆଦିଆ

ଉଚ୍ଚାରଣ

[ସମ୍ପାଦନା]

[ମୁହଁ ମହୁଆ(କା)—ଅନ୍ୟରୂପ]

(ମୁହଁ ସୁଆଦୀ—ସ୍ତ୍ରୀ) 

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. ମଧୁରଭାଷୀ; ବଚନମଧୁର — ୧. Sweet-speaking.
୨. (ବ୍ୟଙ୍ଗ) ଯାହାର ମଧୁରତା କେବଳ ବଚନରେ ପର୍ଯ୍ୟବସିତ; କଅଁଳକୁହା — ୨. (ironical) One whose sweetness is confied to his speech only; honey-tongued.
୩. ମଧୁର; ମିଠା — ୩. Sweet in taste.