ମୁହଁ ସେମଟ
(ମୁହଁ ଶୁଖା—ଅନ୍ୟରୂପ)
ମୁହଁ ଶୁଖାଇବା ; ଅନାହାର; କ୍ଳେଶ, ଭୟ ବା ଦୁଃଖ ଯୋଗୁଁ ବଦନକୁ ବିରସ କରିବା —Assuming of a sorrowful countenance.
=== ଦେଶଜ - ବିଶେଷଣ -
ବିରସମୁହାଁ (ବ୍ୟକ୍ତି) —Having a downcast look.