ମୁହଁ ସେମେଟେ ଇବା
ଦେଖଣା
ମୁହଁ ସେମେଟେ ଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁହଁ ସେମେଟେ ଇବା
|
(ମୁହଁ ଶୁଖା[ଖେ] ଇବା—ଅନ୍ୟରୂପ)
[ମୁହଁ ସେମ(ମେ)ଟିବା, ମୁହଁ ସେମ(ମେ)ଟିଯିବା—ବିଶେଷ୍ୟରୂପ]
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଅଭିମାନରେ ବା ଦୁଃଖରେ ମୁହଁକୁ ବିରସ ବା ମ୍ଳାନ କରିବା — To have a plae face through sorrow or grief.