ମୁହଁ ହଲେଇବା
ଦେଖଣା
ମୁହଁ ହଲେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁହଁ ହଲେଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଅସମ୍ମତିର ଚିହ୍ନ ସ୍ୱରୁପମୁଖକୁ ଚାଳନ କରିବା —୧. To wag the face to indicate denial
- ୨. (ବ୍ୟଙ୍ଗ) ତାରିଫ୍ ପୂର୍ବକ କଥା କହିବା —୨. To nod the head while boasting.
- ୩. ଗେହ୍ଲାଇ ହୋଇ କଥା କହିବା —୩. To nod the head while speaking in a coquettish manner.
- ୪. ଆପଣାର ମୁଖର ସୌନ୍ଦର୍ଯ୍ୟ ପ୍ରତି ବା କର୍ଣ୍ଣାଦିରେ ପିନ୍ଧି ଥିବା ଅଳଙ୍କାର ପ୍ରତି ଅନ୍ୟ ଲୋକଙ୍କର ଦୃଷ୍ଟି ପଡ଼ିବ ଏହି ଉଦ୍ଦେଶ୍ୟ ମନରେ ରଖି (ରସିକ ଓ ରସିକା) କଥା କହିଲା ବେଳେ ଇତସ୍ତତଃ ମୁଖ ଚାଳନ କରିବା —୪. To wag one's head to show off the charm of the face or of the ornament worn on the ear etc.