ମୁହଁ ହାତ ଧୋଇବା
ଦେଖଣା
ମୁହଁ ହାତ ଧୋଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁହଁ ହାତ ଧୋଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଭୋଜନ ପରେ ମଳ ମୁତ୍ରାଦିର ଉତ୍ସର୍ଗ ପରେ ମୁଖ ଓ ହସ୍ତାଦିକୁ ଜଳଦ୍ୱାରା ମାର୍ଜନ କରିବା —୧. To wash the face and hands after meal or after answering a call of nature.
- ୨. ଦାନ୍ତ ଘଷିବା —୨. To brush one's teeth.
- ୩. (ମଳୋତ୍ସର୍ଗ କରିବା ପରେ ମୁହଁ ଓ ହାତ ଧୋଇବାକୁ ହେଉ ଥିବାରୁ)—ଝାଡ଼ା ଫେରିବାକୁ ଯିବା —୩. To go out to answer a call of nature.