Jump to content

ମୁହଁ ହେବା

ଉଇକିଅଭିଧାନ‌ରୁ

ମୁହଁ ହେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ବିସ୍ଫୋଟକ ବା ବ୍ରଣ ଆଦି ପାଚି ତାହା ଯେଉଁ ପୂର୍ବରୁ ସ୍ଥାନରେ ଫାଟି ଯିବ ସେଠାରେ ଗୋଟିଏ ଚିହ୍ନ ପୂର୍ବରୁ ଦେଖାଯିବା —To come to a head (said of boils, pimples, bilsters and pox etc)

(ଯଥା—ବଥ ଉପରେ ପୁଲ୍ଟିସ୍ ଦେବାରୁ ବଥଟି ମୁହଁ ହେଲା)

ଦେଶଜ - ବିଶେଷଣ -

[ସମ୍ପାଦନା]

ବ୍ରାଣାଦିର ମୁଖ ପ୍ରକାଶିତ ହେବା —The coming to a head of a boil.