ମୁହାଁ
ଦେଖଣା
ମୁହାଁ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ମୁଆଁ (ଦେଖ) - ୧. Muān̄ (See)
ଅନୁବାଦ
[ସମ୍ପାଦନା]ମୁହାଁ
|
- ୨. (ସଂସ୍କୃତ - ମନ୍ଥନ) ଦଧି ମନ୍ଥନ —୨. Churning of curds.
- ୩. (ସଂସ୍କୃତ - ମୁଖ ଚୁଲ୍ଲୀ ମୁହଁରେ ଜାଳ ଦେବା; ନିଆଁ ଜାଳିବା ପାଇଁ ଜାଳକୁ ଚୁଲ୍ଲୀରେ ପୁରାଇବା — ୩. Putting fuel into the oven; trimming a fire.
ଅନୁବାଦ
[ସମ୍ପାଦନା]- ୪. (ସଂସ୍କୃତ - ମୁଖ) ଅଭିମୁଖୀ ହେବା; ମୁଖ ବୁଲାଇବା — ୪. Turning of the face towards.
ଅନୁବାଦ
[ସମ୍ପାଦନା]ମୁହାଁ
|
- ୫. (ସଂସ୍କୃତ - ମୁଖ) କୌଣସି ଦିଗକୁ ଅଗ୍ରସର ହେବା —୫. Advancing owards a particular direction.
- ୬. (ସଂସ୍କୃତ - ମୁଖ) କୌଣସି ବିଷୟରେ ପ୍ରବେଶ କରିବା — ୬. To enter into a thing.
ଅନୁବାଦ
[ସମ୍ପାଦନା]ମୁହାଁ
|
- ୭. (ସଂସ୍କୃତ - ମୁଖ) ବଳଦଙ୍କ ମୁହଁ ପାଖେ ଦାନାପାଣି ରଖିବା; ଗୋରୁଙ୍କୁ କୁଣ୍ଡରେ ଦାନାପାଣି କୁଣ୍ଡା କୁଳୁଚି ଆଦି ଖୁଆଇବା —୭. Feeding of cattle with chaff and grains mixed
with water in a trough.
ଅନୁବାଦ
[ସମ୍ପାଦନା]- ୮. ମୁଖା —୮. Mask for the face.
ଅନୁବାଦ
[ସମ୍ପାଦନା]ମୁହାଁ
|
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. (ଅନ୍ୟ ଶବ୍ଦ ସଙ୍ଗେ ଲାଗେ ଯଥା ପୋଡ଼ାମୁହାଁ, କାଠମୁହାଁ ଇତ୍ୟାଦି)—ମୁଖ ଯୁକ୍ତ —୧. (In compound with other words)— Faced.
ଅନୁବାଦ
[ସମ୍ପାଦନା]- ୨. (ଅନ୍ୟ ଦିଗବାଚକ ଶବ୍ଦ ସଙ୍ଗେ ଯୁକ୍ତ ଯଥା— ଉତ୍ତର ମୁହାଁ, ପୂର୍ବ ମୁହାଁ)—କୌଣସି ଦିଗକୁ ମୁଖ କରି; ଅଭିମୁଖୀ —୨. (In compound) Facing; having the face turned towards.
[ଉ—x x x ଘୋଡ଼ାରେ ଚଢ଼ି ଭାରୀ ଫୁର୍ତ୍ତିରେ କଚେରୀମୁହାଁ ଚାଲିଛନ୍ତି ଫକୀରମୋହନ. ଗଳ୍ପସଳ୍ପ]