Jump to content

ମୁହାଁଇବା

ଉଇକିଅଭିଧାନ‌ରୁ

ମୁହାଁଇବା

ଉଚ୍ଚାରଣ

[ସମ୍ପାଦନା]

(ମୋହିବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. (ସଂସ୍କୃତ - ମଥନ, ମନ୍ଥନ)—(ଦଧି ଆଦିର) ମନ୍ଥନ କରିବା —୧. To churn.
୨. ଗୋଳାଇବା; ମିଶାଇବା —୨. To mix with.

ଅନୁବାଦ

[ସମ୍ପାଦନା]
୩. (ସଂସ୍କୃତ - ମୁଖ) କୌଣସି ଦିଗକୁ ମୁଖ ବୁଲାଇବା; ଅଭିମୁଖୀ ହେବା — ୩. To turn the face towards.

ଅନୁବାଦ

[ସମ୍ପାଦନା]
୪. (କୌଣସି ଆଡ଼କୁ) ଗତି କରିବା; ଅଗ୍ରସର ହେବା —୪. To proceed towards; to advance towards.

ଅନୁବାଦ

[ସମ୍ପାଦନା]
୫. ଚୁଲି ଜଳାଇବା ପାଇଁ ଚୁଲି ମୁହଁ ପବାଟେ ଚୁଲି ଭିତରକୁ ଜାଳ ପୁରାଇବା ୫. To trust fuel in to an oven to produce a brisk fire.
୬. ଗୋରୁ ବଳଦ ଆଦୁଙ୍କୁ କୁଣ୍ଡା ପାଣି ଖିଆଇବା; ତୋଡ଼ାଣି ବା ପାଣି ସବଙ୍ଗେ କୁଣ୍ଡା ବା ରଗଡ଼ା ଦାନା ଗୋଳାଇ କୁଣ୍ଡରେ ବଳଦଙ୍କ ମୁହଁ ଲଗାଇବା ସମୟରେ ତାକୁ ଘାଣ୍ଟି ଦେବାଦ୍ୱାରା ବଳଦଙ୍କୁ କୁଣ୍ଡା ଆଦି ଖୁଆଇବା —୬. To feed cattle with chaff etc mixed with water from a trough.