ମୁହାଁଟି କାମୋଡ଼ା
ଚାଳ ଘରର ରୁଆମାନଙ୍କ ଶେଷ ବା ଓଳିର ସନ୍ନି କଟସ୍ଥ ଶେଷ ଭାଗରେ ଦିଆ ଯିବା ପ୍ରଥମ କାମଡ଼ା —The spilt bamboo tied to the lower ends of the bamboo-rafters of a thatched house.