Jump to content

ମୁହାଁତି

ଉଇକିଅଭିଧାନ‌ରୁ

ମୁହାଁତି

ଉଚ୍ଚାରଣ

[ସମ୍ପାଦନା]

[ମୁହାଣ୍ଟି(ନ୍ତି)—ଅନ୍ୟରୂପ]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଛଣଘରର ଛପରର ଓଳିକୁ ଲାଗିଥିବା ଗରି ତଳେ ବତା ଉପରେ ପ୍ରଥମେ ବିଛା ଯିବା ଛଣର ଗରି ବା ସ୍ତର —The layer of straw spread over the lowermost rib of the bamboo-frame of a thatched house over which the ordinary layer of straw is spread.

[ଦ୍ରଷ୍ଟବ୍ୟ —ମୁହାଁଟି ଉପରେ ବତା ପରା ଯାଇ ଚାଳର ଦଲମରେ ଭିଡ଼ା ଯାଏ ଓ ତାହା ଉପରେ ଚାଳର ନିମ୍ନତମ ଗରିର ଛଣ ବିଛା ଯାଏ]

ପ୍ରାଦେଶିକ - (ଗଞ୍ଜାମ)ବିଶେଷଣ -

[ସମ୍ପାଦନା]

ସମ୍ମୁଖରେ ଅବସ୍ଥିତ —Situated or placed in front.