Jump to content

ମୁହାଁ ମୁହିଁ

ଉଇକିଅଭିଧାନ‌ରୁ

ମୁହାଁ ମୁହିଁ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -(ସଂସ୍କୃତ - ମୁଖା ମୁଖି)

[ସମ୍ପାଦନା]

ପରସ୍ପରର ସମ୍ମୁଖବର୍ତ୍ତୀ; ସାମନା ସାମନି ପରସ୍ପରକୁ ଭେଟିବା (ବ୍ୟକ୍ତି) — Confronting each other; meeting each other face to face.

କ୍ରି.ବିଶେଷଣ -

[ସମ୍ପାଦନା]

ସାମନା ସାମନି ହାବୁଡ଼ିବା ପ୍ରକାରେ —Face to face.

[ଉ—ଇନ୍ଦ୍ରଜିତ ଦେଖିଲା ମୁହାଁ ମୁହିଁ ଅଙ୍ଗଦ ଆଗେ ଛିଡ଼ା ହବା ସହଜ କଥା ନୁହେଁ ନୀଳକଣ୍ଠ ଦାଶ ପିଲାଙ୍କ ରାମାୟଣ]

ବିଶେଷ୍ୟ -

[ସମ୍ପାଦନା]
୧. ମୁହାଁଇବା କାର୍ଯ୍ୟ ଆଦି; ମୁହାଁଇବା (ଦେଖ) - —Muhañibā (See)
୨. ଦୁଇଜଣଙ୍କର ସାମନା ସାମନି ଭେଟ —୨. A meeting of two persons face to face; encounter of two persons.