Jump to content

ମୁହାସ

ଉଇକିଅଭିଧାନ‌ରୁ

ମୁହାସ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ମୋହପାଶ; କିମ୍ୱା ମାୟା+ଆଶା)

[ସମ୍ପାଦନା]
୧. ଦାରା ପୁତ୍ରାଦିଙ୍କ ପ୍ରତି ମାୟା ମମତା — ୧. Attachment towards one's family.

[ଉ—ତୁମ୍ଭେ ତାହାକୁ ଅନ୍ୟରୂପେ ପୁରୁଷ, ହୋଇଛ ତୁମ୍ଭଠାରେ କରିବ ମୁହାଁଶ କୃଷ୍ଣସିଂହ ମହାଭାରତ. ବନ]

୨. ବିଷୟାଭିଳାଷ; ବିଷୟାସକ୍ତି; ସଂସାର ମୋହ —୨. Attachment towards one's worldly concerns.
୩. ଅଭିଳାଷ; ଇଛା — ୩. Wish; desire.

[ଉ—ପ୍ରତି ରାତି ନାରୀମଣିର ରମଣେ ତରେ ବଳାଏ ମୁହାଁଶ—କବିସୂର୍ଯ୍ୟ. ସଙ୍ଗୀତ]