Jump to content

ମୁହିର

ଉଇକିଅଭିଧାନ‌ରୁ

ମୁହିର

ଉଚ୍ଚାରଣ

[ସମ୍ପାଦନା]
(ମୁହିରା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ମୁହ ଧାତୁ=ମୁଗ୍ଧ ହେବା+କରଣ ଈର)

[ସମ୍ପାଦନା]
୧. କନ୍ଦର୍ପ; ମଦନ — ୧. Cupid.
୨. ପ୍ରେମ — ୨. Love.
୩. ସ୍ନେହ — ୩. Attachment.
୪. ଆକାଙ୍କ୍ଷା — ୪. Desire.
୫. (+କର୍ତ୍ତୃ. ଇର) ମୂର୍ଖ; ନିର୍ବୋଧ ବ୍ୟକ୍ତି — ୫. A fool; a dupe; a simpleton.
୬. ମେଧାଶୂନ୍ୟ ବ୍ୟକ୍ତି — ୬. Blockhead.

ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ନିର୍ବୋଧ; ଜଡ଼ବୃତ୍ତି — Foolish; stupid.