ମୁହୀଁ
ଦେଖଣା
ମୁହୀଁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁହୀଁ
|
(ମୁହାଁ—ପୁଂଲିଙ୍ଗ)
ଅନୁବାଦ
[ସମ୍ପାଦନା]ମୁହୀଁ
|
ଦେଶଜ - ବିଶେଷଣ - ସ୍ତ୍ରୀ (ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହୁଏ ଯଥା
[ସମ୍ପାଦନା]ସୁନ୍ଦରମୁହୀଁ, ବସନ୍ତମୁହୀଁ) (ସଂସ୍କୃତ - ମୁଖୀ)— ମୁଖଯୁକ୍ତ — (used in compounds) Faced.
(ଉ—ବସନ୍ତମୁହୀଁକି ଉପମା ଖଟୁ କାମକାକର ଛଙ୍କା ଜାଲିଚଟୁ ଯଦୁମଣି, ରହସ୍ୟପଦ)