ମୁହୁଁଚୋରା
ଦେଖଣା
ମୁହୁଁଚୋରା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]- ୧. ଲଜ୍ଜାଶୀଳ — ୧. Bashful.
- ୨. ଭୀରୁ —୨. Chicken-hearted.
(ଉ—ନାଚୁଥିଲେ ଦିନେ ନାହିଁ ସେ ଶୋଣିତ ହେଲେ ସବୁ ମୁଖ ଚୋର ଭିକାରୀ ଗୀତ ଲହରୀ)
- ୩. ଯେଉଁ ବ୍ୟକ୍ତି ସଭାରେ ବା ଅନ୍ୟ ଅପରିତଚିତ ବ୍ୟକ୍ତମାନଙ୍କ ସମ୍ମୁଖରେ କିଛି କଥା କହି ପାରେ ନାହିଁ —୩. (A person) Who has not the courage to speak out in a meeting or before a body of strangers.