Jump to content

ମୁହୁଁଭୋର୍

ଉଇକିଅଭିଧାନ‌ରୁ

ମୁହୁଁଭୋର୍

ଉଚ୍ଚାରଣ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ - (ନଉଡ଼ି ଖେଳ ସମୟରେ ଗଉଡ଼ଙ୍କ ବ୍ୟବହୃତ ଶବ୍ଦ)

[ସମ୍ପାଦନା]
୧. ସମ୍ମୁଖରୁ ଦିଆଯିବା ଆଘାତ —୧. A stroke dealt from one's front; a frontal below.
୨. ବାଗାଡ଼ମ୍ୱର — ୨. Bragging.

ବିଶେଷଣ -

[ସମ୍ପାଦନା]
୧. ମୁହଁ ଫୋଡ଼; ମୁଖର — ୧. Pert.
୨. ବାଗାଡ଼ମ୍ୱର ପ୍ରିୟ —୨. Braggart; boastful; fond of bombastics.