ମୁହୁଁଲାଳିସା
ଦେଖଣା
ମୁହୁଁଲାଳିସା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁହୁଁଲାଳିସା
|
[ମୁହଁ (ହୁଁ) ନା(ଲା)ଳ(ଳି) ଚି (ସି)ୟା—ଅନ୍ୟରୂପ]
[ମୁହଁ ନା (ଲା) ଳି (ଳି) ଚୀ (ଚେଈ) ସୀ (ସେଈ)—ସ୍ତ୍ରୀ]
ଦେଶଜ - ବିଶେଷ୍ୟ - (ସଂସ୍କୃତ - ମୁଖ+ଳାଳସା)
[ସମ୍ପାଦନା]ଖାଦ୍ୟ ଦ୍ରବ୍ୟ ପ୍ରତି ଅଯଥା ଲାଳସା ବା ଲୋଭ —Undue hanker ing for taking food.
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]ସୁଖାଦ୍ୟ ଦ୍ରବ୍ୟ ପ୍ରତି ଅଯଥା ଲାଳୟିତ; ଖାଦ୍ୟ ପ୍ରତି ଅଯଥା ଆସକ୍ତିଯୁକ୍ତ; ପେଟୁ —having an inordinate hankering after delicious food; greedy,.
[ଦ୍ରଷ୍ଟବ୍ୟ —'ମୁହଁନାଳଚା' ଓ ପେଟୁଙ୍କ ମଧ୍ୟରେ ପ୍ରଭେଦ ଏହି ଯେ—ପ୍ରଥମୋକ୍ତ ବ୍ୟକ୍ତି ମିଷ୍ଟାନ୍ନାଦି ଲୋଭନୀୟ ଖାଦ୍ୟର ଲୋଭ ସମ୍ଭାଳି ପାରେ ନାହିଁ, କିନ୍ତୁ ପେଟ ବ୍ୟକ୍ତି ଯେ କୌଣସି ଖାଦ୍ୟଦ୍ୱାରା ପେଟ ପୂର୍ଣ୍ଣ କରିବା ପାଇଁ ସର୍ବଦା ବ୍ୟଗ୍ର ଥାଏ]