Jump to content

ମୁହୁଁ ଚୁହାଁ

ଉଇକିଅଭିଧାନ‌ରୁ

ମୁହୁଁ ଚୁହାଁ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. କୌଣସି ବ୍ୟକ୍ତିର ମୁହଁ ଦେଖିବା; ମୁଖଦର୍ଶନ; ମୁଖବିଲୋକନ — ୧. Seeing the face of a person.
୨. ବିବାହ ପୂର୍ବରୁ ବରପକ୍ଷୀୟ ଲୋକଙ୍କର କନ୍ୟାର ମୂଖକୁ ଦେଖିବା —୨. Inspection of the face of the bride-elect by the bridegeoom's guardians before betrothal or marriage.
୩. ଆତ୍ମୀୟ ସ୍ୱଜନାମାନେ ନବବଧୂ— ମାନଙ୍କର ମୁହଁ ପ୍ରଥମେ ଦେଖିବା ଉପଲକ୍ଷରେ ଯେଉଁ ଦର୍ଶନୀ ବା ଉପହାର ଦିଅନ୍ତି —୩. Present given to a new bride by the bridgeroom's relatives on the occasion of their first seeing her face.
୪. ବିବାହର ଆଠମଙ୍ଗଳା ଦିନ କନ୍ୟା ଶ୍ୱଶୁରଘରକୁ ଫେରି ଯିବା ବେଳେ ଶ୍ୱଶୁର ଘରୁ ନବବଧୂ ଦିଆ ଯିବ ଉପଢୌକନ —୪. Preasent given to the newly married girls by the bride's family, when he goes back to her father's house on the ୮th day of the marriage ceremony.
(ମହଁ ଚୁହୀଁ—ସ୍ତ୍ରୀ) 

ବିଶେଷଣ - ପୁଂ—(ଅନ୍ୟ ଶବ୍ଦ ସଙ୍ଗେ ଲାଗେ, ଯଥା—ମାଇପ ମୁହଁ ଚୁହାଁ; ଘଇତା ମୁହଁ ଚୁହୀଁ

[ସମ୍ପାଦନା]
୧. ମୁଖନିରୀକ୍ଷଣକାରୀ —୧. Seeing the face of.
୨. ସର୍ବଦା ମୁଖ ଦେଖିବାକୁ ବା ପାଖରେ ରହିବାକୁ ଉତ୍କିଣ୍ଠିତ —୨. Eagerly longing to look the face of; loving the company of; very fond of (another).
୩. ମୁଖାପେକ୍ଷୀ —୩. Depending upon the wish or pleasure of (another).