Jump to content

ମୁହୁଁ ଚୋରା

ଉଇକିଅଭିଧାନ‌ରୁ

ମୁହୁଁ ଚୋରା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]
[ମୁହଁ (ହୁଁ) ଚୋରୁଣୀ—ସ୍ତ୍ରୀ] 

ଦେଶଜ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. ଅତ୍ୟନ୍ତ ଲାଜକୁଳା; ଚୋରମୁହାଁ —୧. Modest; coy; shy; shame-faced; bashful; sheepish.
୨. ଆଳାପଭୀରୁ; କଥା କହିବାକୁ ସଂକୁଚିତ —୨. Feeling bashful to talk.