ମୁହୁଁ ପୋଡ଼ା
ଦେଖଣା
ମୁହୁଁ ପୋଡ଼ା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁହୁଁ ପୋଡ଼ା
|
ମୁହଁ (ହୁଁ) ପୋଡ଼ୀ—ସ୍ତ୍ରୀ
ଦେଶଜ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା](ଗାଳି) ପୋଡ଼ାମୁହାଁ; ଦଗ୍ଧ ମୁଖଯୁକ୍ତ —A term of abuse Having a burnt face.
[ଉ—କେଡ଼େ ଅକାର୍ଯ୍ୟ ସେହୁ ମୁହଁ— ପୋଡ଼ କଲା କୃଷ୍ଣସିଂହ. ମହାଭାରତ. ଆଦି]