Jump to content

ମୁହୁଲ ଫାଶୁ

ଉଇକିଅଭିଧାନ‌ରୁ

ମୁହୁଲ ଫାଶୁ

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ଗଡ଼ାଜାତ) ବିଶେଷ୍ୟ -

[ସମ୍ପାଦନା]

ମହୁଲରୁ ମଦ ବାହାରିବା ପରେ ରହିବା ସିଠା —The thick dreg left after distilling Mahwa liquor.

[ଦ୍ରଷ୍ଟବ୍ୟ —ଏ ସିଠା ଖତ ରୂପେ ବ୍ୟବହୃତ ହୁଏ]