Jump to content

ମୁହୂର୍ତ୍ତ

ଉଇକିଅଭିଧାନ‌ରୁ

ମୁହୂର୍ତ୍ତ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ମୁର୍ଚ୍ଛ ଧାତୁ=ବକ୍ର ହେବା+କର୍ତ୍ତୃ. ତ)

[ସମ୍ପାଦନା]
୧. ସମସ୍ତ ଦିବାରାତ୍ରିର ୩ ଭାଗରୁ ୧ ଭାଗ; ଦ୍ୱାଦଶ କ୍ଷଣ ପରିମିତ କାଳ; ୨ ଦଣ୍ଡ; ୪୮: ମିନିଟ କାଳ — ୧. A space of ୪୮ minutes.
୨. ଅତି ଅଳ୍ପ କାଳ — ୨. A short time; moment.
୩. ଜ୍ୟେତିଃ— ଶାସ୍ତ୍ରଜ୍ଞ ବ୍ୟକ୍ତି (ପ୍ରକୃତିବାଦ) — ୩. An astrologer.