ମୁହ୍ୟମାନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ସର୍ବନାମ,ବିଶେଷଣ [୧][ସମ୍ପାଦନା]

  • ମୋହପ୍ରାପ୍ତ
  • ମୋହ ଯାଇଥିବା
  • ଅଚେତ ହୋଇଯିବା

ଆଧାର[ସମ୍ପାଦନା]

  1. ଅଜନ୍ତା ଓଡ଼ିଆ ଅଭିଧାନ, ପୃଷ୍ଠା ୧୨୬୩

ମୁହ୍ୟମାନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ମୁହ୍ୟମାନା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷ୍ୟ - ପୁଂ. (ମୁହ୍ ଧାତୁ+କର୍ତ୍ତୃ. ଆନ)[ସମ୍ପାଦନା]

୧. ଯାହାର ଚିତ୍ତଧାତୁର ବିକୃତି ଘଟିଅଛି; ମୋହ ପ୍ରାପ୍ତ — ୧. Infatua— ted; in a confounded state of mind.
୨. ଅଚେତ ହୋଇଥିବା; ମୋହ ଯାଇଥିବା — ୨. Fainted; swooning.