ମୁ଼ଡୁରା
(ମରୁଡ଼ା—ଅନ୍ୟରୂପ)
ବିଡ଼ି ଆକୃତିର ବାଣ ବିଶେଷ —A kind of fire work resembling a cigar.
[ଦ୍ରଷ୍ଟବ୍ୟ —ଏଥିରେ ନିଆଁ ଲଗାଇ ଛାଡ଼ି ଦେଲେ ଏହା ଡେଉଁ ଡେଇଁ ବହୁଦୂରକୁ ଚିଲି ଯାଏ]