Jump to content

ମୂକତା

ଉଇକିଅଭିଧାନ‌ରୁ

ମୂକତା

ଉଚ୍ଚାରଣ

[ସମ୍ପାଦନା]

(ମୁକିମା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ମୂକ+ଭାବ ତା; ତ୍ୱ)

[ସମ୍ପାଦନା]
୧. ବାକଶକ୍ତି ହୀନତା; ଘୁଙ୍ଗାପଣ —୧. Dumbness.
୨. ଦୀନତା — ୨. Pauperism.