Jump to content

ମୂକ ସାକ୍ଷୀ

ଉଇକିଅଭିଧାନ‌ରୁ

ମୂକ ସାକ୍ଷୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା; ମୂକ+ସାକ୍ଷୀ)

[ସମ୍ପାଦନା]

ବାକ୍ଶକ୍ତି ରହିତ ସାକ୍ଷୀ — Mute witness.

(ଯଥା— ଭୂବନେଶ୍ୱର ଓ କୋଣାର୍କ ମନ୍ଦିରମାନ ଉତ୍କଳୀୟ ଶିଳ୍ପୀମାନଙ୍କ କଳାନିପୁଣତାର ମୂକ ସାକ୍ଷୀରୂପେ ଦଣ୍ଡାୟମାନ ରହି ଅଛନ୍ତି)