ମୂଢ
ଦେଖଣା
ମୂଢ
ଉଚ୍ଚାରଣ
[ସମ୍ପାଦନା](ମୂଢା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ମୂହ ଧାତୁ+କର୍ତ୍ତୃ. ତ)
[ସମ୍ପାଦନା]- ୧. ମୃଗ୍ଧ; ମୋହାଚ୍ଛନ୍ନ — ୧. Stupefied;infatuated;bewildered.
- ୨. ଭ୍ରାନ୍ତ — ୨. Fallen into error.
- ୩. କାମ କ୍ରୋଧାଦିଦ୍ୱାରା ବିବେକ ରହିତ; ମୋହାନ୍ଧ — ୩. Blind— ed by passion.
- ୪. ଅନଭିଜ୍ଞ; ମୂର୍ଖ; ଅଜ୍ଞାନ — ୪. Ignorant.
- ୫. ଅଧମ; ନିର୍ବୋଧ — ୫. Foolish; idiotic;stupid.
- ୬. ଶୀତଳ — ୬. Cold.
- ୭. ବାଳକବତ୍ ଜ୍ଞାନହୀନ — ୭. Childish; childlike.
- ୮. ଜଡା; ଅଳସ ବା ଜଡ ପ୍ରକୃତିକ — ୮. Stupid.
- ୯. ତନ୍ଦ୍ରାଚ୍ଛନ୍ନ; ତନ୍ଦ୍ରିତ — ୯. Drowsy; sleepy; overtaken by drowsiness.
- ୧. ଅବ୍ୟାପୃତ — ୧୦. Unengaged; uninitiated.
- ୧୧. ନିଶ୍ଚେଷ୍ଟ— ଜଡ —୧୧. Inert.
ବିଶେଷ୍ୟ -
[ସମ୍ପାଦନା]- ୧. ମୂର୍ଖ ଲୋକ — ୧. A dunce.
- ୨. ନିର୍ବୋଧ ବ୍ୟକ୍ତି — ୨. A fool; a dolt; an idiot;.
(ଉ—ଗୋଡାନ୍ତି ଏ ଦଳ ସଙ୍ଗେ ଧନ ଲୋଭୀ ମୂଢେ ରାଧାନାଥ, ମହାଯାତ୍ରା)